ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ : ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ନିଶାଦ୍ରବ୍ୟ ଉପରେ ମୁହଁ ଖୋଲିଛି ତାଲିବାନ। ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନର ଜଣେ ବରିଷ୍ଠ ନେତା କହିଛନ୍ତି। ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି କହିଛନ୍ତି ଯେ ୨୦୦୧ରେ ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ପୂର୍ବରୁ ଦେଶରେ କୌଣସି ନିଶାଦ୍ରବ୍ୟ ଉତ୍ପାଦନ ହେଉନଥିଲା। କିନ୍ତୁ ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନରେ ଚାଲିଥିବା … Continue reading ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ : ତାଲିବାନ